ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ମିଳିଲାନି ରୁମ୍‌ ଚାବି, ପ୍ଲାଷ୍ଟିକ ଚେୟାରରେ ବସି ହସ୍ପିଟାଲର ଦୁରାବସ୍ଥା ଦେଖି ଫେରିଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ନିଜର ଦାନ୍ତ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ତାଙ୍କର ସ୍ୱତନ୍ତ୍ର ଡାକ୍ତର ଦିଲ୍ଲୀ ଗସ୍ତରେ ଥିବାରୁ ହସ୍ପିଟାଲରୁ ଫେରି ଯାଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସେବା ମିଳି ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ଦିନ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ … Continue reading ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ